Meaning : କପଡ଼ା ଆଦି ରଖିବାପାଇଁ ଏକ ପ୍ରକାରର ହାଲୁକା ବାକ୍ସ
Example :
ଶ୍ୟାମ ସୁଟକେସରେ ନିଜ କପଡ଼ା ରଖୁଛି
Translation in other languages :
A portable rectangular container for carrying clothes.
He carried his small bag onto the plane with him.