Subscribe
URL of the page has been copied to clipboard.
Meaning : ଯାହା ଉପରେ ଚଢ଼ାଯାଏ ବା ଜିନିଷ ଲଦି ଅନ୍ୟ ସ୍ଥାନକୁ ନିଆଯାଏ
Example : ଆଗକାଳରେ ଲୋକମାନେ ପରିବହନ ପାଇଁ ଯାନବାହାନ ଉପରେ ନିର୍ଭର କରୁଥିଲେ
Synonyms : ପରିବହନ, ଯାନବାହାନ, ସବାରି
Translation in other languages :हिन्दी English
वह जिस पर सवार होकर या सामान लादकर कहीं जाया जाए।
Something that serves as a means of transportation.
Meaning : ସ୍ତ୍ରୀଲୋକଙ୍କ ବସିବା ନିମନ୍ତେ ବଡ଼ ସବାରି ଯାହାକୁ ସବାରି ବାହକମାନେ ବୁହନ୍ତି
Example : ସବାରି ବାହକମାନେ ବଗିଚାରେ ସବାରି ରଖି ଆରାମ କରୁଛନ୍ତି
Synonyms : ସବାରି
स्त्रियों के बैठने की बड़ी डोली जिसे कहार ढोते हैं।
A closed litter carried on the shoulders of four bearers.
Install App