Meaning : ସିଇଁବାକାମ ଅନ୍ୟ କାହାଦ୍ୱାରା କରାଇବା
Example :
ଦର୍ଜୀ ତା ସ୍ତ୍ରୀଦ୍ୱାରା କପଡା ସିଆଁଉଛି
Synonyms : ସିଆଁଇବା, ସୀବନ କରାଇବା
Translation in other languages :
Meaning : କାହାକୁ ସିଲେଇ କରିବାରେ ପ୍ରବୃତ୍ତ କରିବା
Example :
ଆମେ ଦର୍ଜିଦ୍ୱାରା ପୋଷାକ ସିଲେଇ କରାଉ
Synonyms : ସିଲେଇ କରେଇବା
Translation in other languages :
किसी को सीने में प्रवृत्त करना।
हम दर्ज़ी से कपड़े सिलवाते हैं।