Meaning : ଦକ୍ଷିଣ ଏସିଆର ଆଠଟି ଦେଶର ଆର୍ଥିକ ଏବଂ ରାଜନୈତିକ ସଂଗଠନ ଯାହାର ସଦସ୍ୟଦେଶସମୂହର ଜନସଂଖ୍ୟା ପାଖାପାଖି ଦେଢ ଆରବ
Example :
ଦକ୍ଷିଣ ଏସିଆ କ୍ଷେତ୍ରୀୟ ସହଯୋଗ ସଂଗଠନ କୌଣସି କ୍ଷେତ୍ରୀୟ ସଂଗଠନର ତୁଳନାରେ ଅଧିକ ପ୍ରଭାବଶାଳୀ
Synonyms : ଦକ୍ଷିଣ ଏସିଆ କ୍ଷେତ୍ରୀୟ ସହଯୋଗ ସଂଗଠନ, ସାଉଥ୍ ଏସିଆନ୍ ଆସୋସିଏସନ୍ ଫର୍ ରିଜନାଲ୍ କୋଆପରେସନ୍
Translation in other languages :
दक्षिण एशिया के आठ देशों का आर्थिक और राजनीतिक संगठन जिसके सदस्य देशों की जनसंख्या लगभग डेढ़ अरब है।
दक्षिण एशियाई क्षेत्रीय सहयोग संगठन किसी भी क्षेत्रीय संगठन की तुलना में ज्यादा प्रभावशाली है।