Meaning : ସମାନତାବାଦର ବା ସମତାବାଦର ସମର୍ଥକ
Example :
ନିଜକୁ ସାମ୍ୟବାଦୀ ଦାବୀ କରୁଥିବା ଶେଠ୍ ଜଣକ କୋଟି କୋଟି ଟଙ୍କାର ମାଲିକ
Synonyms : ସମତାବାଦୀ, ସମାନତାବାଦୀ
Translation in other languages :
Meaning : ଯେ ସାମ୍ୟବାଦକୁ ମାନେ
Example :
ସମାଜବାଦୀମାନେ ସମାଜକୁ ଏକ ନୂଆ ଦିଗ ଦେଖାଇବାକୁ ଚେଷ୍ଟାକରିଥିଲେ
Synonyms : କମ୍ୟୁନିଷ୍ଟ, ସମାଜବାଦୀ
Translation in other languages :
वह जो साम्यवाद को मानता हो।
साम्यवादियों ने समाज को एक नई दिशा देने का प्रयास किया।Meaning : ସାମ୍ୟବାଦର ବା ତା ସହିତ ସମ୍ବନ୍ଧିତ
Example :
କେତେ ବଡ଼ ବଡ଼ ନେତା ବି ସାମ୍ୟବାଦୀ ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇଛନ୍ତି
Synonyms : କମ୍ୟୁନିଷ୍ଟ
Translation in other languages :
साम्यवाद का या उससे संबंधित।
कई बड़े-बड़े नेता भी साम्यवादी विचारधारा से प्रभावित हुए।Relating to or marked by communism.
Communist Party.Meaning : ସାମ୍ୟବାଦକୁ ମାନୁଥିବା ବ୍ୟକ୍ତି
Example :
ଆଜିବି ସମାଜରେ ସାମ୍ୟବାଦୀ ବ୍ୟକ୍ତି ମାନେ କମ୍ ନାହାନ୍ତି
Synonyms : କମ୍ୟୁନିଷ୍ଟ
Translation in other languages :