Meaning : ଯେ ସାମନ୍ତବାଦର ସମର୍ଥନକାରୀ
Example :
ସେ ସାମନ୍ତବାଦୀମାନଙ୍କୁ ଭୀଷଣ ଭାବେ ନିନ୍ଦା କଲେ
Synonyms : ସାମନ୍ତବାଦୀ
Translation in other languages :
Meaning : ସାମନ୍ତବାଦ ସମ୍ବନ୍ଧୀୟ
Example :
ସାମନ୍ତବାଦୀ ଗତିବିଧିଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ
Synonyms : ସାମନ୍ତବାଦୀ
Translation in other languages :
Meaning : ସାମନ୍ତବାଦର ସପକ୍ଷବାଦୀ
Example :
ସେ ଜଣେ ପକ୍କା ସାମନ୍ତବାଦୀ
Synonyms : ସାମନ୍ତବାଦୀ
Translation in other languages :