Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ସମଗୋତ୍ରୀୟ from ଓଡ଼ିଆ dictionary with examples, synonyms and antonyms.

ସମଗୋତ୍ରୀୟ   ବିଶେଷ୍ୟ

Meaning : ଗୋଟିଏ ବା ସମାନ ଗୋତ୍ରର ବ୍ୟକ୍ତି

Example : ଏହି ସମାରୋହରେ ରାମର ସମସ୍ତ ସଗୋତ୍ରୀୟ ଉପସ୍ଥିତ ଥିଲେ

Synonyms : ଗୋତ୍ରୀ, ଗୋତ୍ରୀୟ, ସଗୋତ୍ରୀ, ସଗୋତ୍ରୀୟ


Translation in other languages :

एक ही या समान गोत्र का व्यक्ति।

इस समारोह में राम के सभी गोत्री उपस्थित थे।
गोतिया, गोती, गोत्री, गोत्रीय, सगोत्री, सगोत्रीय

ସମଗୋତ୍ରୀୟ   ବିଶେଷଣ

Meaning : ସମାନ ଗୋତ୍ରର

Example : ବାହ୍ମଣଙ୍କ ମଧ୍ୟରେ ସଗୋତ୍ରୀୟ ପରିବାର ମଧ୍ୟରେ ସମ୍ବନ୍ଧ ସ୍ଥାପନ କରାଯାଏ ନାହିଁ

Synonyms : ଗୋତ୍ରୀ, ଗୋତ୍ରୀୟ, ସଗୋତ୍ରୀୟ, ସଗୋତ୍ରୀ‍


Translation in other languages :

समान गोत्र वाला।

ब्राह्मणों में गोत्रीय परिवारों के बीच विवाह संबंध स्थापित नहीं किए जाते।
गोतिया, गोती, गोत्री, गोत्रीय, सकुल्य, सगोत्री, सगोत्रीय