Meaning : ଇଣ୍ଟରନେଟ୍ ସେବା ପ୍ରଦାନ କରୁଥିବା ସଂସ୍ଥା ବା ବ୍ୟକ୍ତି
Example :
ଆଜିକାଲି ବଜାରରେ ଇଣ୍ଟରନେଟ୍ ସେବାପ୍ରଦାନକାରୀଙ୍କ ସଂଖ୍ୟା ବଢିଚାଲିଛି
Synonyms : ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର୍, ଇଣ୍ଟରନେଟ୍ ସେବା ପ୍ରଦାନ
Translation in other languages :
वह संस्था, व्यक्ति आदि जो इंटरनेट सेवा प्रदान करे।
आजकल बाजार में इंटरनेट सेवा प्रदाताओं की बाढ़ आ गई है।