Meaning : ପ୍ରତିଦିନ ଦିନସାରା କରାଯାଉଥିବା କାମ ଧନ୍ଦା
Example :
ପ୍ରତିଦିନ ବୁଲିବାକୁ ଯିବା ତାର ଦୈନନ୍ଦିନ କାର୍ଯ୍ୟ
Synonyms : ଦୈନନ୍ଦିନ କାର୍ଯ୍ୟ, ଦୈନନ୍ଦିନ ଗତିବିଧି, ଦୈନିକ କାର୍ଯ୍ୟକଳାପ, ନିତିଦିନିଆ କାମ
Translation in other languages :
नित्य दिन भर में किया जानेवाला कामधंधा।
प्रतिदिन टहलने जाना उसकी दिनचर्या में शामिल है।