Meaning : କୋଡ଼ିଏ ଆଉ ସାତ ମିଶି ହେଉଥିବା ସଂଖ୍ୟା
Example :
ନଅକୁ ତିନିରେ ଗୁଣିଲେ ସତେଇଶ ହୁଏ
Synonyms : ୨୭
Translation in other languages :
Meaning : କୌଣସି ଇଂରେଜୀ ମାସର ସପ୍ତବିଂଶତିତମ ଦିନ ପଡ଼ୁଥିବା ତାରିଖ
Example :
ସତେଇଶ ତାରିଖରେ ମୁଁ ଦିଲ୍ଲୀ ଯାଉଛି
Synonyms : ସତେଇଶ ତାରିଖ