Meaning : ଯେଉଁଥିରେ ସଙ୍ଗୀତ ଅଛି
Example :
ମୀରାବାଇଙ୍କର ସଙ୍ଗୀତମୟ ପଦ୍ୟ ଶୁଣିଲେ ମନରେ ଭକ୍ତିଭାବ ସୃଷ୍ଟି ହୁଏ
Synonyms : ସଂଗୀତାତ୍ମକ
Translation in other languages :
Characteristic of or resembling or accompanied by music.
A musical speaking voice.