Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ସଂସର୍ଗରେ ରହିବା from ଓଡ଼ିଆ dictionary with examples, synonyms and antonyms.

ସଂସର୍ଗରେ ରହିବା   କ୍ରିୟାପଦ

Meaning : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା

Example : ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି

Synonyms : ଏକତ୍ର ହେବା, ଦେଖାହେବା, ଭେଟିବା, ମିଶିବା, ସଙ୍ଗୀହେବା, ସାକ୍ଷାତ କରିବା


Translation in other languages :

* नियमित रूप से मिलना विशेषकर स्त्री पुरुष का या किसी के साथ स्थिर संबंध रखना।

वह एक अधेड़ आदमी से मिल रही है।
वह फिर से अपनी पहली बीबी से मिल रहा है।
डेट करना, मिलना