Subscribe
URL of the page has been copied to clipboard.
Meaning : ସଂଯତ କରି ଆୟତ୍ତରେ ରଖିବା
Example : ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
Synonyms : କାବୁ କରିବା, ବଶ କରିବା, ସମ୍ଭାଳିବା
Translation in other languages :हिन्दी
रोककर वश में रखना।
Meaning : କୌଣସି ମନୋବେଗକୁ ରୋକିବା
Example : ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
Synonyms : ଆୟତ୍ତ କରିବା, ସମ୍ଭାଳିବା, ସହିବା, ସ୍ଥିର ରହିବା
किसी मनोवेग को रोकना।
Install App