Meaning : ଯେ କୌଣସି ସମାଚାରପତ୍ର ତଥା ପୁସ୍ତକକୁ କ୍ରମାନ୍ୱୟରେ ରଖି ମୁଦ୍ରଣପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରି ତାକୁ ପ୍ରକାଶ ଯୋଗ୍ୟ କରାଏ
Example :
ମାସିକ ପତ୍ରିକା କାଦମ୍ବିନୀର ସଂପାଦକ ହେଉଛନ୍ତି ଶ୍ରୀ ରାଜେନ୍ଦ୍ର ଅବସ୍ତୀ
Translation in other languages :
A person responsible for the editorial aspects of publication. The person who determines the final content of a text (especially of a newspaper or magazine).
editor, editor in chief