Meaning : ଯେ କୌଣସି ବ୍ୟବସାୟ ଚଳାଏ ବା ଏହାର ମାଲିକ
Example :
ଭୋଡାଫୋନ ପରିଚାଳକଙ୍କ ସହିତ ମୁଁ କଥା ହୋଇଥିଲି
Translation in other languages :
Meaning : ଯେ କୌଣସି କାମକୁ ଚଳାଏ ବା ଗତି ଦିଏ
Example :
ମୋର କକା ଏହି କମ୍ପାନୀର ସଂଚାଳକ
Synonyms : ପରିଚାଳକ, ସଂଚାଳନ କର୍ତ୍ତା
Translation in other languages :
Meaning : ଯେଉଁ ବସ୍ତୁ ତା ମାଧ୍ୟମରେ ବିଦ୍ୟୁତ୍,ତାପ ଆଦିକୁ ପ୍ରବାହିତ କରାଏ
Example :
ବିଦ୍ୟୁତ୍ ପରିବାହୀ ମଧ୍ୟରେ ତମ୍ବା, ପିତ୍ତଳ,ଲୁହା ଆଦି ଅନ୍ତର୍ଭୁକ୍ତ
Synonyms : ପରିବାହୀ
Translation in other languages :
वह वस्तु जो अपने में से होकर विद्युत, ताप आदि को प्रवाहित होने देती है।
विद्युत के चालकों में ताँबा, पीतल, लोहा आदि हैं।A substance that readily conducts e.g. electricity and heat.
conductor