Subscribe
URL of the page has been copied to clipboard.
Meaning : ଭୈରବ,ମଲାର,ଶୀରାଗ,ହିଣ୍ଡୋଳ,ମାଲକୋସ ଓ ଦୀପକ ଆଦି ଛଅଟି ରାଗ
Example : ରାଗ ଗୁଡ଼ିକମଧ୍ୟରେ ଷଟ୍-ରାଗର ଅଧିକ ମହତ୍ତ୍ୱ ରହିଛି
Synonyms : ଷଟ୍ରାଗ, ଷଡ଼ରାଗ
Translation in other languages :हिन्दी
भैरव,मलार,श्रीराग,हिंडोल,मालकोस और दीपक ये छह राग।
Install App