Meaning : ପିଲାମାନଙ୍କ ସହିତ କରାଯାଉଥିବା ପ୍ରେମପୂର୍ଣ୍ଣ ବ୍ୟବହାର
Example :
ଅତ୍ୟଧିକ ସ୍ନେହ ଯୋଗୁଁ ପିଲାମାନେ ଖରାପ ହୋଇଯାଆନ୍ତି
Translation in other languages :
बच्चों के साथ किया जानेवाला प्रेमपूर्ण व्यवहार।
अत्यधिक लाड़ से बच्चे बिगड़ जाते हैं।A disposition to yield to the wishes of someone.
Too much indulgence spoils a child.Meaning : ବୈବସ୍ୱ ମନୁଙ୍କର ପତ୍ନୀ
Example :
କାମାୟନୀଙ୍କ ବର୍ଣ୍ଣନା ପୁରାଣରେ ମିଳେ
Synonyms : କାମାୟନୀ
Translation in other languages :
An imaginary being of myth or fable.
mythical beingMeaning : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କ ମଧ୍ୟରୁ ଜଣେ ଯେ କଳା ଏବଂ ଅନୁସୁଇୟାଙ୍କ ଠାରୁ ସାନ ଥିଲେ
Example :
ଅଙ୍ଗିରା ଋଷିଙ୍କ ସହିତ ଶ୍ରଦ୍ଧାଙ୍କ ବିବାହ ହୋଇଥିଲା
Translation in other languages :
कर्दम ऋषि एवं देवहूति की नौ कन्याओं में से एक जो कला और अनुसुइया से छोटी थीं।
श्रद्धा का विवाह अंगिरा ऋषि के साथ हुआ था।An imaginary being of myth or fable.
mythical being