Meaning : କାମ କରିବାର ଢଙ୍ଗ ଜାଣିବା
Example :
ସରିତା ସିଲେଇ ଶିଖୁଛି
Meaning : ଜ୍ଞାନ ବା ଶିକ୍ଷା ପ୍ରାପ୍ତ କରିବା
Example :
ସେ ମଙ୍ଗଳାଠୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଛି
Synonyms : ଶିକ୍ଷାକରିବା
Translation in other languages :