Meaning : କୌଣସି କାର୍ଯ୍ୟ, ବ୍ୟବସ୍ଥା ଆଦିର ପ୍ରବନ୍ଧ ଏବଂ ଏହାର ସଂଚାଳନ କରିବା ପ୍ରକ୍ରିୟା
Example :
ଝାନସୀ ରାଜାଙ୍କ ମୃତ୍ୟୁପରେ ରାଣୀ ଲକ୍ଷ୍ମୀବାଈ ରାଜ୍ୟର ଶାସନ ବ୍ୟବସ୍ଥା ନିଜହାତକୁ ନେଲେ
Synonyms : ଦାୟିତ୍ୱ, ପରିଚାଳନା କାର୍ଯ୍ୟ, ଭାର
Translation in other languages :