Meaning : ଯେଉଁ କାମ କରିବାପାଇଁ ଶାରୀରିକ ଶ୍ରମର ଦରକାର
Example :
ଶ୍ରମିକ ଶାରୀରିକ ଶ୍ରମକରି ନିଜର ଗୁଜୁରାଣ ମେଣ୍ଟାଇଥାଏ
Synonyms : ଦୈହିକ ଶ୍ରମ, ଶାରୀରିକ କାମ, ଶାରୀରିକ କାର୍ଯ୍ୟ
Translation in other languages :
वह कार्य जिसे करने में शारीरिक श्रम की आवश्यकता हो।
मजदूर शारीरिक कार्य करके अपना जीवन-यापन करते हैं।