Meaning : ଶାଖାରୁ ବାହାରିଥିବା ଛୋଟ ଶାଖା
Example :
ସେ ଗଛର ଏକ ଶାଖା ଭାଙ୍ଗିଦେଲା
Translation in other languages :
Meaning : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
Example :
ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
Synonyms : ଡାଳ
Translation in other languages :
Meaning : କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ
Example :
ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ
Translation in other languages :