Meaning : ଜଣେ ପୌରାଣିକ ମହର୍ଷି
Example :
ଭଗବାନ ରାମଙ୍କ ଦର୍ଶନ ହେଲା ପରେ ହିଁ ଶରଭଙ୍ଗ ଋଷି ନିଜ ପାର୍ଥିବ ଶରୀର ତ୍ୟାଗ କଲେ
Synonyms : ଶରଭଙ୍ଗ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sage