Meaning : ଯେଉଁ ସ୍ଥାନରେ ଆକସ୍ମିକ ଦୁର୍ଘଟଣାଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଚିରି ମୃତ୍ୟୁର କାରଣ ବିଷୟରେ ତଥ୍ୟ ସଂଗ୍ରହ କରାଯାଏ
Example :
ପୋଲିସ ମୃତ ବ୍ୟକ୍ତିର ଶବକୁ ପରୀକ୍ଷଣପାଇଁ ଶବବ୍ୟବଚ୍ଛେଦ ଗୃହକୁ ପଠାଇଛି
Translation in other languages :