Meaning : ନବରତ୍ନ ମଧ୍ୟରେ ଗଣାଯାଉଥିବା ନୀଳ ରଙ୍ଗର ଏକ ରତ୍ନ
Example :
ସେ ନୀଳମଣି ଜଡ଼ିତ ମୁଦି ପିନ୍ଧିଥିଲେ
Synonyms : ଇନ୍ଦ୍ରନୀଳମଣି, ନୀଳମଣି
Translation in other languages :
A precious transparent stone of rich blue corundum valued as a gemstone.
sapphire