Meaning : ଯାହାଙ୍କୁ ଲାଭ ମିଳିଛି
Example :
ଏହି ଯୋଜନାଦ୍ୱାରା କେତେକ ଲୋକ ଲାଭାନ୍ୱିତ ହୋଇଛନ୍ତି ଗ୍ରାମବିକାଶ ଯୋଜନାଦ୍ୱାରା ଲାଭାନ୍ୱିତ ଗ୍ରାମବାସୀ, ସରକାରଙ୍କ ନୀତିରେ ବହୁତ ପ୍ରସନ୍ନ ଅଛନ୍ତି
Synonyms : ଲାଭପ୍ରାପକ
Translation in other languages :
जिसे लाभ प्राप्त हुआ हो।
ग्राम विकास योजनाओं द्वारा लाभान्वित ग्रामीण, सरकार की नीति से बहुत प्रसन्न हैं।