Meaning : ଯାହାକୁ କୌଣସି ରୋଗ ହୋଇଛି
Example :
ଚିକିତ୍ସା ଅଭାବରୁ ଅଧିକାଂଶ ଗ୍ରାମୀଣ ରୋଗୀ ମରିଯାଆନ୍ତି
Translation in other languages :
Meaning : ଯିଏ କୌଣସି ରୋଗରେ ପୀଡ଼ିତ
Example :
ଅନୁନ୍ନତ କ୍ଷେତ୍ରରେ ଅଧିକାଂଶ ରୋଗୀ ଔଷଧ ଅଭାବରୁ ମରିଯାନ୍ତି
Synonyms : ଅସୁସ୍ଥ, ପୀଡ଼ିତ, ବେମାର, ରୋଗଗ୍ରସ୍ତ, ରୋଗଣା, ରୋଗଣିଆ
Translation in other languages :
Somewhat ill or prone to illness.
My poor ailing grandmother.