Meaning : ଯେଉଁ ଅବସ୍ଥାରେ ରୋଗର ସଂକ୍ରମଣ ହୁଏନାହିଁ
Example :
ପିଲାମାନେ ରୋଗପ୍ରତିରୋଧକ ଶକ୍ତି କମ ହେତୁ ସହଜରେ ରୋଗରେ ପଡ଼ନ୍ତି
Synonyms : ରୋଗପ୍ରତିରୋଧକ ଶକ୍ତି
Translation in other languages :
वह अवस्था जिसमें रोग का संक्रमण न हो।
बच्चे रोधक्षमता की कमी के कारण जल्दी बीमार पड़ते हैं।