Subscribe
URL of the page has been copied to clipboard.
Meaning : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
Example : ରିକ୍ସାବାଲାକୁ ପଇସା ଦେବାପାଇଁ ସେ ପାଞ୍ଚଶହ ଟଙ୍କିଆ ନୋଟକୁ ଭଙ୍ଗାଇଲା
Synonyms : ଖୁଚୁରାକରାଇବା, ଭଙ୍ଗାଇବା
Translation in other languages :हिन्दी
रुपए, नोट आदि को छोटे सिक्कों या रुपयों में परिणत करना।
Install App