Subscribe
URL of the page has been copied to clipboard.
Meaning : ରାଜାଙ୍କ କନ୍ୟା ବା ରାଜ ପରିବାରର କନ୍ୟା
Example : ରାଜା ଜଣେ କୃଷକ ସହିତ ରାଜକୁମାରୀଙ୍କ ବିବାହ ଦେଲେ
Synonyms : ଜେମା, ରଜାଝିଅ, ରାଜକନ୍ୟା, ରାଜଜେମା, ରାଜପୁତ୍ରୀ
Translation in other languages :हिन्दी English
वह जो राजा की पुत्री हो या राज परिवार की कन्या।
A female member of a royal family other than the queen (especially the daughter of a sovereign).
Meaning : ବାଦଶାହାଙ୍କ ଝିଅ
Example : ଶାହଜାଦୀଙ୍କ ଇଚ୍ଛା ବିରୁଦ୍ଧରେ ବାଦଶାହା ତାଙ୍କ ବିଭାଘର କରାଇଲେ
Synonyms : ଶାହଜାଦୀ, ଶାହାଜାଦୀ
Install App