Meaning : କୌଣସି କାମ ଆଦିକୁ ବିଶେଷ ପ୍ରକାରରେ କରିବାର ନୀତି
Example :
ସେ ନିଜର ଯୋଜନାକୁ ସଫଳ କରିବା ନେଇ ରଣନୀତି ପ୍ରସ୍ତୁତ କରୁଛି
Translation in other languages :
किसी काम आदि को विशेष प्रकार से करने की नीति।
वह अपनी योजना को सफल करने के लिए रणनीति बना रहा है।Meaning : ଯୁଦ୍ଧ ବା ରଣ କରିବାର ନୀତି
Example :
ସେ ଆକ୍ରମଣାତ୍ମକ ରଣନୀତି ଗ୍ରହଣ କଲେ
Synonyms : ଯୁଦ୍ଧନୀତି
Translation in other languages :
Plan for conducting a battle.
battle plan