Meaning : ଧମନୀ ବା ଶିରାରେ ରକ୍ତ ବା ପ୍ଲାବିକା ପହଞ୍ଚାଇବା କ୍ରିୟା
Example :
ସେହି କ୍ୟାନସର ପୀଡ଼ିତ ରୋଗୀକୁ ପ୍ରତିମାସରେ ରକ୍ତଗ୍ରହଣପାଇଁ ହସ୍ପିଟାଲ ଯିବାକୁ ପଡ଼ୁଛି
Translation in other languages :
धमनी या शिरा में रक्त या प्लाविका पहुँचाने की क्रिया।
उस कैंसर पीड़ित रोगी को प्रतिमाह रक्ताधान के लिए अस्पताल जाना पड़ता है।