Subscribe
URL of the page has been copied to clipboard.
Meaning : ଯାଆଁଳା ପିଲାମାନଙ୍କ ମଧ୍ୟରୁ ପ୍ରତ୍ୟେକ
Example : ଡାକ୍ତରଖାନାରେ ଯମଜ ପିଲା ଚୋରିକରିବା ସମୟରେ ଏକ ମହିଳା ଧରା ପଡ଼ିଲା
Synonyms : ଯମଜ
Translation in other languages :हिन्दी English
जुड़वाँ बच्चों में से प्रत्येक।
Either of two offspring born at the same time from the same pregnancy.
Meaning : ଏକ ସଙ୍ଗେ ଉତ୍ପନ୍ନ ବା ଜନ୍ମ ହୋଇଥିବା
Example : ଯାଆଁଳା ପିଲାମାନଙ୍କ ଚେହେରା ପ୍ରାୟତଃ ଏକାପ୍ରକାର
Synonyms : ଯମଜ, ଯାଆଁଳା
Translation in other languages :हिन्दी
जिनका जन्म एक ही समय में कुछ आगे-पीछे हुआ हो।
Install App