Meaning : ଏକ ସଙ୍ଗେ ଉତ୍ପନ୍ନ ବା ଜନ୍ମ ହୋଇଥିବା
Example :
ଯାଆଁଳା ପିଲାମାନଙ୍କ ଚେହେରା ପ୍ରାୟତଃ ଏକାପ୍ରକାର
Translation in other languages :
Meaning : ଯେ ଗର୍ଭସମୟରୁ ହିଁ ଗୋଟିକ ସହ ଯୋଡ଼ି ବା ଲାଗି ରହିଥାଏ
Example :
ଯାଆଁଳା ପିଲାଙ୍କୁ ଦେଖିବା ପାଇଁ ଦୂରଦୂରାନ୍ତରରୁ ଲୋକ ଆସୁଥିଲେ
Synonyms : ଜାଆଁଳା
Translation in other languages :