Meaning : ମୋଡ଼ିବାର କାମ
Example :
ମୋଡ଼ିହେବାଯୋଗୁଁ ମୋ ହାତ ଦରଜ ହୋଇଛି
Synonyms : ମୋଡ଼ିହେବା
Translation in other languages :
Meaning : ଦିଗ ପରିବର୍ତ୍ତନ କରିବା
Example :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
Translation in other languages :
Change orientation or direction, also in the abstract sense.
Turn towards me.Meaning : କୌଣସି ବସ୍ତୁ ଆଦିକୁ ବଙ୍କା କରିବା
Example :
ସେ ଲୁହାଛଡ଼କୁ ବଙ୍କା କରୁଛି
Synonyms : ବଙ୍କାକରିବା
Translation in other languages :
Meaning : ଦିଗ ପରିବର୍ତ୍ତନ କରିବା
Example :
ରାସ୍ତା ବଦଳାଇବାପାଇଁ ଡ୍ରାଇଭର କାରକୁ ମୋଡ଼ିଲେ
Synonyms : ବୁଲାଇବା
Translation in other languages :
Change orientation or direction, also in the abstract sense.
Turn towards me.