Subscribe
URL of the page has been copied to clipboard.
Meaning : କାହାକୁ ମୋହିତ କରିବା
Example : ରାମ ନିଜ କଥାରେ ଶ୍ୟାମକୁ ମୋହିତ କଲା
Synonyms : ମୋହେଇବା, ସମ୍ମୋହନ କରିବା
Translation in other languages :हिन्दी
किसी को मोह में डालना।
Meaning : କାହାକୁ ନିଜ ଆଡ଼କୁ ଆକର୍ଷିତ କରିବା
Example : ଜଣେ ନବଯୌବନୀର ଚାହାଣି ମୋତେ ମୋହିତ କଲା
Synonyms : ମୋହିବା
किसी को अपनी ओर आकर्षित करना।
Install App