Meaning : ଯେଉଁ ଋଷି ମିତ୍ରାବରୁଣଙ୍କ ପୁତ୍ର ଥିଲେ
Example :
ଏକ କଥା ଅନୁସାରେ ଥରେ ଅଗସ୍ତି ସମୁଦ୍ରକୁ ଚଳୁ କରିଦେଇଥିଲେ
Synonyms : ଅଗସ୍ତି, ଅଗସ୍ତ୍ୟ, ପୀତାବ୍ଧି, ମୈତ୍ରାବରୁଣୀ
Translation in other languages :
एक ऋषि जो मित्रावरुण के पुत्र थे।
एक कथा के अनुसार एकबार अगस्त्य जी समुद्र को पी गए थे।A mentor in spiritual and philosophical topics who is renowned for profound wisdom.
sage