Meaning : ଲବଣହୀନ ଜଳ ଯାହା ସାବୁନ ସହିତ ମିଶିଲେ ସହଜରେ ଫେଣ ହୁଏ
Example :
ମୃଦୁଜଳରେ ସହଜରେ ଲୁଗା ସଫା କରିହୁଏ
Translation in other languages :
Water that is not hard (does not contain mineral salts that interfere with the formation of lather with soap).
soft water