Meaning : ବିଦେଶ ବା ଅନ୍ୟ ଜାଗାରୁ କୌଣସି ସମ୍ପର୍କୀୟର ମୃତ୍ୟୁ ହେବାନେଇ ମିଳୁଥିବା ଖବର
Example :
ମଲାଖବର ଶୁଣି ସମଗ୍ର ଘର ଶୋକରେ ଭରିଗଲା
Synonyms : ମଲାଖବର, ମୃତ୍ୟୁ ସମ୍ବାଦ
Translation in other languages :
परदेश या दूसरी जगह से किसी संबंधी की मृत्यु का आया हुआ समाचार।
सुनावनी सुनकर पूरा घर शोक में डूब गया।