Meaning : ମାରିବାପାଇଁ ବନ୍ଦ ମୁଠା
Example :
ମୋହନ ସୋହନକୁ ମୁଥ ମାରିଲା
Translation in other languages :
Meaning : କଂସର ଦରବାରରେ ଥିବା ଏକ ମଲ୍ଲ
Example :
କୃଷ୍ଣ-ବଳରାମ ମଲ୍ଲଯୁଦ୍ଧ ସମୟରେ ମୁଷ୍ଟି ବଧ ହେଲା
Translation in other languages :
An imaginary being of myth or fable.
mythical beingMeaning : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
Example :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
Translation in other languages :