Meaning : ଆଙ୍ଗୁଳିରେ ପିନ୍ଧାଯାଉଥିବା ଏକ ପ୍ରକାର ଆଭୂଷଣ
Example :
ଶ୍ୟାମ ଡାହାଣ ହାତର ପାଞ୍ଚଟି ଯାକ ଆଙ୍ଗୁଳିରେ ମୁଦି ପିନ୍ଧିଥାଏ
Translation in other languages :
Meaning : ଗୋଟିଏ ପ୍ରକାରର ଗୋଲ ସାଧାମୁଦି
Example :
ଶ୍ୟାମା କାଣୀଆଙ୍ଗୁଠିରେ ରୂପାର ମୁଦି ପିନ୍ଧିଛି
Translation in other languages :