Subscribe
URL of the page has been copied to clipboard.
Meaning : ହିନ୍ଦୁମାନଙ୍କ ଷୋଡ଼ଶ ସଂସ୍କାର ମଧ୍ୟରୁ ଏକ ସଂସ୍କାର ଯେଉଁଥିରେ ଶିଶୁର ମୁଣ୍ଡନ କରାଯାଏ
Example : ସେ ବାରଣାସୀରେ ତାଙ୍କ ଶିଶୁର ମୁଣ୍ଡନ କରାଇଥିଲେ
Synonyms : ଲଣ୍ଡା
Meaning : ଖୁରଦ୍ୱାରା ମୁଣ୍ଡରୁ କେଶ ଅଲଗା କରିବା ପ୍ରକ୍ରିୟା
Example : ଆମ ଜେଜେ ପ୍ରତ୍ୟେକ ପିତୃପକ୍ଷରେ ଲଣ୍ଡା ହୁଅନ୍ତି
Translation in other languages :हिन्दी English
उस्तरे से सिर के बाल साफ करने की क्रिया।
Shaving the crown of the head by priests or members of a monastic order.
Install App