Meaning : କୌଣସି ଏପରି କାମ କରିବା ବା କଥା କହିବାର ପ୍ରକ୍ରିୟା ଯାହାଦ୍ୱାରା କାହାରି ସମ୍ମାନ ବା ପ୍ରତିଷ୍ଠା କମିଥାଏ
Example :
ରାମ ଶ୍ୟାମ ବିରୁଦ୍ଧରେ ମାନହାନି ମକଦ୍ଦମା କଲା
Synonyms : ଅବମାନନା
Translation in other languages :
An abusive attack on a person's character or good name.
aspersion, calumny, defamation, denigration, slanderMeaning : ଯାହାର ଅପମାନ ହୋଇଛି
Example :
ଅଶୋକ ମଦ ନିଶାରେ ନିଜ ବାପାଙ୍କୁ ଅପମାନିତ କରିଦେଲା
Synonyms : ଅପମାନିତ, ଅମର୍ଯ୍ୟାଦା
Translation in other languages :
जिसका अपमान हुआ हो।
अशोक ने शराब के नशे में अपने बाप को ही अपमानित कर दिया।Made to feel uncomfortable because of shame or wounded pride.
Too embarrassed to say hello to his drunken father on the street.