Subscribe
URL of the page has been copied to clipboard.
Meaning : ହଂସ ଭଳି ସୁନ୍ଦର ଗତିରେ ଚାଲିବା ସ୍ତ୍ରୀ ଲୋକ
Example : ମଞ୍ଚ ଉପରେ ଜଣେ ହଂସଗାମିନୀ ନାୟିକା ନିଜର ସୁନ୍ଦର ଠାଣିରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଥିଲା
Synonyms : ହଂସଗମନା, ହଂସଗାମିନୀ
Translation in other languages :हिन्दी
हंस जैसी सुंदर चाल चलनेवाली।
Install App