Meaning : ସେହି ପବିତ୍ର ଗୃହ ଯେଉଁଥିରେ ଦେବ ଦେବୀଆଦିଙ୍କ ମୂର୍ତ୍ତି ସ୍ଥାପିତ କରି ପୂଜା କରାଯାଏ
Example :
ସେ ଦୈନିକ ଗୋଧୋଇସାରି ମନ୍ଦିର ଯାଏ
Synonyms : ଗୁଡ଼ି, ଠାକୁରଘର, ଠାକୁରମନ୍ଦିର, ଦେବାଳୟ
Translation in other languages :
Place of worship consisting of an edifice for the worship of a deity.
templeMeaning : ସେହି ମନ୍ଦିର ଯାହାମଧ୍ୟରେ ଦେବତାଙ୍କର ମୂର୍ତ୍ତି ସ୍ଥାପନ କରି ତାଙ୍କର ପୂଜା କରାଯାଏ
Example :
ସେ ପ୍ରତିଦିନ ଗୋଧୋଇ ଦେବ ମନ୍ଦିରକୁ ଯାଏ
Synonyms : ଠାକୁର ଘର, ଠାକୁର ମନ୍ଦିର, ଦେବମନ୍ଦିର, ଦେବାଳୟ
Translation in other languages :
Place of worship consisting of an edifice for the worship of a deity.
templeMeaning : ଜଣେ ଗନ୍ଧର୍ବ
Example :
ପୁରାଣରେ ମନ୍ଦିରଙ୍କ ବର୍ଣ୍ଣନା ମିଳେ
Synonyms : ମଂଦିର
Translation in other languages :
An imaginary being of myth or fable.
mythical being