ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ବିହୀନ (ବିଶେଷଣ)
କୌଣସି ବସ୍ତୁ,ଗୁଣ ଆଦିରେ ଶୂନ୍ୟ ବା ହୀନ
ଝୁଣା (ବିଶେଷ୍ୟ)
ଗୁଗ୍ଗୁଳ ଜାତିର ଏକ ପ୍ରକାର ବଡ଼ ଗଛ
ଅସ୍ମିତା (ବିଶେଷ୍ୟ)
ମୁଁ ଅଛି ବା ମୁଁ କରୁଛିର ଭାବନା
ଜୁହାର (ବିଶେଷ୍ୟ)
ଅଳ୍ପ ନଇଁକି ଅଭିବାଦନ ବା ସମ୍ମାନ କରିବା କ୍ରିୟା
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ମାନଦଣ୍ଡ (ବିଶେଷ୍ୟ)
ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
ଜାରୀ (ବିଶେଷ୍ୟ)
ମହରମ୍ ଦିନ ତାଜିଆଗୁଡିକ ଆଗରେ ଗାନ କରାଯାଉଥିବା ଗୋଟିଏ ପ୍ରକାର ଗୀତ
କୋଷାଗାର (ବିଶେଷ୍ୟ)
ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
ଘୋଷଣା (ବିଶେଷ୍ୟ)
କୌଣସି ବିଶେଷ ସିଦ୍ଧାନ୍ତ, ପକ୍ଷ ବା ଦଳଆଦିର ସ୍ଲୋଗାନ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବା ଅଭିପ୍ରାୟରେ ବ୍ୟବହୃତ ହୁଏ