Meaning : ନିର୍ଦ୍ଧାରିତ କାଳ ମଧ୍ୟରେ ଥିବା ସମୟ
Example :
ସପ୍ତଦଶ ଶତାବ୍ଦୀର ମଧ୍ୟ-କାଳରେ କେତେକ ୟୁରୋପୀୟ ଦେଶ ବାଣିଜ୍ୟ କରିବା ଅଭିପ୍ରାୟରେ ଭାରତକୁ ଆସିଥିଲେ
Synonyms : ମଧ୍ୟକାଳ
Translation in other languages :
Time between the beginning and the end of a temporal period.
The middle of the war.