Meaning : ଏକ ବର୍ଣ୍ଣବୃତ୍ତ
Example :
ମଧୁମତୀରେ ଦୁଇଟି ନଗଣ ଓ ଗୋଟିଏ ଗୁରୁ ଥାଏ
Translation in other languages :
Meaning : ମଧୁ ନାମକ ଦୈତ୍ୟଙ୍କ କନ୍ୟା
Example :
ମଧୁମତୀଙ୍କ ବର୍ଣ୍ଣନା ପୁରାଣରେ ଦେଖିବାକୁ ମିଳେ
Translation in other languages :
An imaginary being of myth or fable.
mythical being