Meaning : ଏଭଳି ଡରାଣ ଯାହା ଫଳରେ କୌଣସି ଲୋକ କୌଣସି କାମ କରିପାରେ ନାହିଁ
Example :
ଡକାୟତମାନେ ବୋମା ଫୋପାଡ଼ି ଗାଁ ଲୋକଙ୍କୁ ଭୟରେ ଥରହର କଲେ
Synonyms : ଆତଙ୍କିତ କରିବା, ଥରହର କରିବା
Translation in other languages :
Meaning : କାହା ମନରେ ଡର ଉତ୍ପନ୍ନ କରିବା
Example :
ଏହି ମାଙ୍କଡ଼ ସମସ୍ତଙ୍କୁ ଡରଉଛି
Synonyms : ଡରେଇବା, ଭୟ ସୃଷ୍ଟି କରିବା
Translation in other languages :