Meaning : କୌଣସି ବିଶିଷ୍ଟ ସାମାଜିକ ପରିସ୍ଥିତିରେ କୌଣସି ବ୍ୟକ୍ତିର ବ୍ୟବହାର ବା କାର୍ଯ୍ୟ
Example :
କାହାରି ବିବାହରେ ତାହାର ମାତାପିତାଙ୍କ ଭୂମିକା ମହତ୍ବପୂର୍ଣ୍ଣ ହୋଇଥାଏ
Synonyms : ରୋଲ୍
Translation in other languages :
Normal or customary activity of a person in a particular social setting.
What is your role on the team?.Meaning : ନାଟକରେ କୌଣସି ପାତ୍ରର ଅଭିନୟ
Example :
ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
Translation in other languages :
An actor's portrayal of someone in a play.
She played the part of Desdemona.Meaning : କୌଣସି ପୁସ୍ତକଆଦିର ଆରମ୍ଭରେ ଥିବା ବକ୍ତବ୍ୟ ଯେଉଁଥିରୁ ସେ ପୁସ୍ତକରେ ନିହିତ ବିଷୟ ସଂପର୍କରେ ଜାଣିହୁଏ
Example :
ଏହି ପୁସ୍ତକର ଭୂମିକା ବହୁତ ଭବିଚିନ୍ତି ଲେଖାଯାଇଛି
Synonyms : ଅବତରଣିକା, ଆମୁଖ, ପ୍ରସ୍ତାବନା, ପ୍ରାକ୍ କଥା, ପ୍ରାକ୍-ଭାଷ, ମୁଖବନ୍ଧ
Translation in other languages :
Meaning : କୌଣସି ବିଶେଷ ଅଭିନୟକର୍ତ୍ତା ବା ଅଭିନୟପାଇଁ ନିର୍ଦ୍ଧାରିତ ମନୋରଞ୍ଜନର ଏକ ଅଂଶ
Example :
ନିର୍ଦ୍ଦେଶକ ନାୟକଙ୍କ ଭୂମିକା ବଦଳାଇଦେଲେ
Synonyms : ସ୍ପାଟ୍
Translation in other languages :
A section of an entertainment that is assigned to a specific performer or performance.
They changed his spot on the program.