Meaning : ପ୍ରାକୃତିକ କାରଣ ଯୋଗୁ ପୃଥିବୀ ଭିତର ଭାଗର କିଛି ଓଲଟ ପାଲଟ ହେବା କାରଣରୁ ଉପର ସ୍ତର ହଠାତ ଦୋହଲିବା କ୍ରିୟା
Example :
୨୦୦୧ ମସିହାର ଗୁଜରାଟ ଭୂମିକମ୍ପରେ ବହୁତ ଲୋକ ମରିଯାଇଥିଲେ
Synonyms : ଭୂମିକମ୍ପ
Translation in other languages :
Shaking and vibration at the surface of the earth resulting from underground movement along a fault plane or from volcanic activity.
earthquake, quake, seism, temblor